ଆଜିର ଖବର ଷ୍ଟାଲିନଙ୍କ ସୀମା ନିର୍ଦ୍ଧାରଣ ବୈଠକରେ ଯୋଗଦେବାକୁ ଚେନ୍ନାଇରେ ବିଜେଡି ଓ କଂଗ୍ରେସ ନେତା ଭୁବନେଶ୍ବର:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଡାକିଥିବା ବିଭିନ୍ନ ବିରୋଧୀ ଦଳଙ୍କ ବୈଠକରେ ଓଡିଶାରୁ ଯୋଗ ଦେବେ ବିଜେଡି ଓ କଂଗ୍ରେସ। ଏଥିପାଇଁ ଉଭୟ ଦଳର ସଦସ୍ୟ…