ଆଜିର ଖବର କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ ସୁଚରିତା ନାଥ ଏକକ ଚିତ୍ରକଳା ପ୍ରଦର୍ଶନୀ ଭୁବନେଶ୍ୱର: ନାରୀ ଚିତ୍ରଶିଳ୍ପୀ ସୁଚରିତା ନାଥଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇ ଯାଇଛି। ଏହି ପ୍ରଦର୍ଶନୀକୁ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ…