ବିଶେଷ ଖବର ଶସ୍ତା ହେଲା କରୋନା ଟିକା, ଜାଣନ୍ତୁ ବର୍ତ୍ତମାନ କୋଭାକ୍ସିନ୍ ଏବଂ କୋଭିଶିଲ୍ଡର ମୂଲ୍ୟ କେତେ? ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରୁ ଘରୋଇ ଟୀକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ କୋଭିଡ -୧୯ ଟୀକାକରଣର ଏକ ସତର୍କତାମୂଳକ ଡୋଜ୍ ଉପଲବ୍ଧ…