ଆଜିର ଖବର ସାଂସଦ ଭାବେ ଓଡିଆରେ ଶପଥ ନେଲେ ସୁଜିତ କୁମାର, କହିଲେ ଜୟ ଜଗନ୍ନାଥ, ଦେଖନ୍ତୁ ଭିଡିଓ ନୂଆଦିଲ୍ଲୀ: ଆଜି ଓଡିଶାର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର। ଆଜି ରାଜ୍ୟସଭା ଆରମ୍ଭ ହେବା ପରେ ଶୋକସଭା ଆଗତ କରାଯାଇଥିଲା। ଏହାପରେ ଯେଉଁମାନେ…