ବ୍ୟବସାୟ HDFC Bankର ବଡ଼ ଘୋଷଣା: କମିଲା ଋଣର ସୁଧ ହାର, ଜାଣନ୍ତୁ କେତେ ନୂଆଦିଲ୍ଲୀ: ଋଣ ନେଇଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। HDFC Bank MCLR (Marginal Cost of Funds Based Lending Rate)ରେ ୫ରୁ ୧୦ ବେସିସ୍…