ସୁନା ଦୋକାନରୁ ଲୁଟ

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଛି ସଫଳତା। ଜଙ୍କିଆ ଥାନା ଛଣଗିରି ଅଞ୍ଚଳର ଜନୈକ ସୁନା ଦୋକାନରୁ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।…