ଆଜିର ଖବର ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳା ଠାରେ ହେବ ଆଥିଆ-ରାହୁଲଙ୍କ ବିବାହ, ସାମ୍ନାକୁ ଆସିଲା ତାରିଖ ମୁମ୍ବାଇ: ଆଜିକାଲି ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଉଭୟଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।…