ବିଶେଷ ଖବର କାଶ୍ମୀର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଧାରା-୩୭୦ ପ୍ରତ୍ୟାବର୍ତ୍ତନର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ସୁପ୍ରିମ ଝଟକା ନୂଆଦିଲ୍ଲୀ: ଧାରା-୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ସୋମବାର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଧାରା-୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ସର୍ବୋଚ୍ଚ ନ୍ୟାୟାଳୟ…