ଆଜିର ଖବର ମାଲାୟାଲମ୍ ଅଭିନେତ୍ରୀ ତଥା ଟିଭି ଉପସ୍ଥାପିକା ସୁବି ସୁରେଶଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ କୋଚି: ଲୋକପ୍ରିୟ ମାଲାୟାଲମ୍ ଅଭିନେତ୍ରୀ ତଥା ଟିଭି ଉପସ୍ଥାପିକା ସୁବି ସୁରେଶଙ୍କର ଆଜି ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ସେ ୪୧ ବର୍ଷ ବୟସରେ ଥିଲେ…