ଅପରାଧ ବିଜେପି ବିଧାୟକ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ କଲା ସିବିଆଇ ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଭୋଜପୁର ବିଧାୟକ ସୁରେନ୍ଦ୍ର ପଟୱା ଏବଂ ତାଙ୍କ ପତ୍ନୀ ମୋନିକା ପଟୱାଙ୍କ ବିରୋଧରେ ସିବିଆଇ ଠକେଇ ମାମଲା ରୁଜୁ କରିଛି।…