ଆଜିର ଖବର ଭୁବନେଶ୍ୱରରେ ‘ସୁଶାସନ ଅଭ୍ୟାସ’ ଉପରେ ଜାତୀୟ ସମ୍ମିଳନୀ ଉଦଯାପିତ ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ସୁଶାସନ ଉପରେ ଦୁଇ ଦିନିଆ (୧୭-୧୮ ଜୁଲାଇ, ୨୦୨୫) ଜାତୀୟ ସମ୍ମିଳନୀ ସଫଳତାପୂର୍ବକ ଉଦଯାପିତ ହୋଇଯାଇଛି। ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ…