ଅପରାଧ ନିଜ ସାଥୀମାନଙ୍କ ଉପକୁ ଗୁଳି ଚଳାଇଲେ ସିଆରପିଏଫ ଯବାନ: ୪ ମୃତ, ୩ ଆହତ ରାୟପୁର: ଛତିଶଗଡର ସୁକମା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ର କ୍ୟାମ୍ପରେ ଜଣେ ଯବାନ ନିଜ ସାଥୀମାନଙ୍କ ଉପରକୁ ଗୁଳି…