ଆଜିର ଖବର ବଜ୍ରପାତରେ ୪୦ ଜଣ ଲୋକଙ୍କ ଗଲା ଜୀବନ: ରାଜସ୍ଥାନରେ ସେଲ୍ଫି ନେବା ହେଲା କାଳ, ୮ ମୃତ ନୂଆଦିଲ୍ଲୀ: ଉତ୍ତରଭାରତର ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ କେତୋଟି ରାଜ୍ୟରେ ଗତକାଲି ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ…