ଆଜିର ଖବର ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ: ଆବେଦନ ପ୍ରକ୍ରିୟା ଜାରି ଭୁବନେଶ୍ୱର: 2026-27 ଶିକ୍ଷା ବର୍ଷ ଲାଗି ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି 10 ଅକ୍ଟୋବର ଠାରୁ ଅନଲାଇନ…