ସୋମୁ ଭୀରରାଜୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ୨୦୨୪ ବିଧାନସଭା ନିର୍ବାଚନରେ ​​ଜିତିଲେ ରାଜ୍ୟବାସୀଙ୍କୁ ୭୦ ଟଙ୍କାରେ ମଦ ଦେବାକୁ ଭାରତୀୟ ଜନତା ପାର୍ଟି ପ୍ରତିଶୃତି ଦେଇଛି। ମଙ୍ଗଳବାର ଦିନ…