ଅପରାଧ ଭିଜିଲାନ୍ସ ଜାଲରେ ନାକଟିଦେଉଳ ମତ୍ସ୍ୟଅଧିକାରୀ ସ୍ନେହଲତା ମହାନ୍ତି କନ୍ଦର୍ପ ବେହେରା ରେଢାଖୋଲ: ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଠାରୁ ଚେକ୍ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ନାକଟିଦେଉଳ ବ୍ଲକ୍ ର ଜନୈକା ମତ୍ସ୍ୟ…