ଆଜିର ଖବର ଓଡିଶା ସରକାରଙ୍କ ଉଦ୍ୟମରେ ମୁମ୍ବାଇରୁ ଚାରି ହଜାର କୋଭିଡ19 ଟେଷ୍ଟ କିଟ ଧରି ଭୁବନେଶ୍ବର ଆସିଲା ସ୍ବତନ୍ତ୍ର କାର୍ଗୋ ବିମାନ ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ କରୋନାଭାଇରସ ପରୀକ୍ଷା କରିବାକୁ ଯେଉଁ ପରିମାଣର ପରୀକ୍ଷା ଉପକରଣ ବା କିଟର ଆବଶ୍ୟକ ଅଛି ତାହା ନାହିଁ। ଫଳରେ ରାଜ୍ୟରେ ସନ୍ଦେହ ଭିତରେ…