ବିଶେଷ ଖବର ରାଜ୍ୟକୁ ସ୍ବତନ୍ତ୍ର ପ୍ୟାହା ପ୍ରଦାନ ନେଇ ରାଜନୀତି ସରଗରମ, ବବି ଖୋଲିଦେଲେ ବିଜେପି ମୁଖା ଭୁବନେଶ୍ବର: ରାଜ୍ୟରେ ପୁଣି ଥରେ ସ୍ବତନ୍ତ୍ର ପ୍ୟାହା ରାଜନୀତି ଜୋର ଧରିଛି। ବିଗତ ଦିନରେ ଏହାକୁ ନେଇ ବହୁ ତୁମ୍ବି ତୋଫାନ ହୋଇଛି। ଏପରିକି ବିଜେଡି ଦିଲ୍ଲୀରେ…