ଆଜିର ଖବର ସ୍ବେଚ୍ଛାକୃତ ଅବସର ନେଲେ ୫ ଟି ସଶସ୍ତ୍ର ବାହିନୀର ୪୬ ହଜାରରୁ ଅଧିକ ଯବାନ: ଜାଣନ୍ତୁ ଏହାର କାରଣ ନୂଆଦିଲ୍ଲୀ: “ନିଜର ରକ୍ତ ନିଗାଡ଼ି ଆମେ ଭାରତ ମାତାକୁ ସୁରକ୍ଷା ଦେବୁ। କିନ୍ତୁ ବର୍ତ୍ତମାନ ଏହି ଦେଶପ୍ରେମ କେବଳ କାଗଜରେ ଏବଂ ହୃଦୟରେ ସୀମିତ ହୋଇଯାଉଛି। ସମ୍ପ୍ରତି,…