ସୀତାରାମ ଅଗ୍ରୱାଲ
ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକରେ ୮୦୦ ଡୋଜ ଟୀକା ଦିଆଯିବ। ଯେଉଁଥିରୁ ଶିକ୍ଷକ ମାନଙ୍କୁ ୨୫୦ ଡୋଜ ଟୀକା ଦିଆଯିବ। ଏ ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।
୧- ବାଲୁଗାଁ ଏନଏସି ଅଡ଼ିଟୋରିଅମ ହଲ: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୮୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୫୦
୨- ଚାଷଙ୍ଗରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୬୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୪୦
୩- ନଈରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୭୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୪୦
୪- ଜରିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୭୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୪୦
୫- ସୋରଣ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୬୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୪୦
ସବୁ କେନ୍ଦ୍ରରେ ଟୀକାକରଣ ସମୟ ସକାଳ ୯ ଘଟିକାରୁ ଅପରାହ୍ନ ୪ ଘଟିକା