ଆଞ୍ଚଳିକ ଓଡିଆ ପକ୍ଷ ପାଳନ ଅବସରରେ ନାକଟିଦେଉଳ ଓ ରେଢ଼ାଖୋଲରେ ସ୍ଵେଚ୍ଛାକୃତ ରକ୍ତଦାନ ଅଭିଯାନ ଅନୁଷ୍ଠିତ ରେଢ଼ାଖୋଲ (କନ୍ଦର୍ପ ବେହେରା): ଓଡିଆ ପକ୍ଷ ପାଳନ ଅବସରର ଅଷ୍ଟମ ଦିନରେ ଆଜି ବ୍ଲକ ପ୍ରଶାସନ ତରଫରୁ ରକ୍ତଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ରକ୍ତଦାନ…