ଆଜିର ଖବର ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆଇ.ଆଇ.ଇ.ସି. ପକ୍ଷରୁ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ଉପଲକ୍ଷେ, ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ଆଣ୍ଡ କେୟାର (ଆଇ.ଆଇ.ଇ.ସି) ତରଫରୁ ରାଜଧାନୀର ୧୫ଟି ବସ୍ତିରେ ବସବାସ କରୁଥିବା…