ଜାତୀୟ ଖବର ଭୋଟର ତାଲିକାର SIR ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବ ନିର୍ବାଚନ କମିଶନଙ୍କ ଦଳ ନୂଆଦିଲ୍ଲୀ: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ସମୀକ୍ଷା କରିବା ପାଇଁ ନିର୍ବାଚନ କମିଶନଙ୍କ ଦଳ ଆଜି ପଶ୍ଚିମବଙ୍ଗ ଗସ୍ତ କରିବ। ବରିଷ୍ଠ ଉପ-ନିର୍ବାଚନ କମିଶନର ଜ୍ଞାନେଶ…