ଆଞ୍ଚଳିକ ରେଢାଖୋଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ରେଢାଖୋଲ: “ସୁଚିତ୍ରା” ପତ୍ରିକା ପକ୍ଷରୁ ରେଢାଖୋଲ ଏନ୍ ଏ ସି କଲ୍ୟାଣ ମଣ୍ଡପରେ ଗଙ୍ଗାଧର ମେହେର ଜୟନ୍ତି କବି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।…