ଜୀବନ ଶୈଳୀ ଅକ୍ଟୋବର ୧୭ ତାରିଖ ରବିବାର ରାଶିଫଳ: ସ୍ୱାସ୍ଥ୍ୟ ଏବଂ ରୋମାନ୍ସ କ୍ଷେତ୍ରରେ କିପରି ରହିବ ଆଜିର ଦିନ ମେଷ ରାଶି: ଜୀବନସାଥୀ ଉପରେ ପାରସ୍ପରିକ ଦୟା ରହିବ, ପ୍ରେମ ସମ୍ପର୍କ ଅଧିକ ମଧୁର ହେବ। ତତ୍ପରତା ଯୋଗୁଁ ଅର୍ଥ ହାନି ହୋଇପାରେ। ବ୍ୟବସାୟ ବୃଦ୍ଧି ପାଇବ।…