ଆଜିର ଖବର ଭୁବନେଶ୍ବରର ଏକ ବସ୍ତିରେ ଲାଗିଲା ନିଆଁ, ବଡ ଦୁର୍ଘଟଣାରୁ ରକ୍ଷା କଲା ଅଗ୍ନିଶମ ଭୁବନେଶ୍ବର: ଆଜି ଭୁବନେଶ୍ବରର ଭିଏସଏସ ନଗରରେ ଥିବା ହନୁମାନ ବସ୍ତିର ଏକ ଘରେ ନିଆଁ ଲାଗିଯାଇଛି। ଫଳରେ ତିନି ବଖରାରେ ଥିବା ବିଭିନ୍ନ ଜିନିଷ ପୋଡି ଛାରଖାର…