ଅନ୍ତରାଷ୍ଟ୍ରୀୟ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂଙ୍କ ସହ ସ୍ଵଦେଶ ଫେରୁଛନ୍ତି ୟୁକ୍ରେନରେ ଗୁଳିର ଶିକାର ହୋଇଇଥିବା ହରଜୋତ ସିଂ ନୂଆଦିଲ୍ଲୀ: ୟୁକ୍ରେନ ଛାଡିବା ସମୟରେ ଗୁଳିରେ ଆହତ ହୋଇଥିବା ଭାରତୀୟ ହରଜତ ସିଂ ଆଜି ଘରକୁ ଫେରିବେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରେଜଜୋବ ବିମାନ ବନ୍ଦରକୁ ନିଆଯାଇଛି…