ହରିହର ପାଣ୍ଡେ

ନୂଆଦିଲ୍ଲୀ: ୧୯୯୧ ରେ ବାରାଣାସୀରେ ଥିବା ପ୍ରାଚୀନ ଜ୍ଞାନବାପୀ ମସଜିଦ ହଟାଇବା ପାଇଁ ତିନିଜଣ ଆବେଦନକାରୀଙ୍କ ମଧ୍ୟରୁ ହରିହର ପାଣ୍ଡେ ଅନ୍ୟତମ। ଆଜି ତାଙ୍କର ଦେହାନ୍ତ ହୋଇଯାଇଛି।…