ଆଜିର ଖବର ଓଡିଶାର ୩୦ଟି ହଲରେ ମୁକ୍ତିଲାଭ କଲା ହରିହର ମହାପାତ୍ରଙ୍କ ଭିନ୍ନ ଧରଣର ଚଳଚିତ୍ର ‘ଭଗିଆ ଭାରିଯା’ ରିପୋର୍ଟ-ହରପ୍ରସାଦ ମହାପାତ୍ର ଭୁବନେଶ୍ବର: ଓଡ଼ିଶାର ୩୦ଟି ପ୍ରେକ୍ଷାlଳୟରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଭଗିଆ ଭାରିଯା’। ଭୁବନେଶ୍ୱରରେ ସମୁଦାୟ ୬ଟି ସୋ’ରେ ପ୍ରଦର୍ଶନ ଜାରି…