ଜାତୀୟ ଖବର ହରିୟାଣାର ଝିର୍କା ବିଧାନସଭା ଆସନରେ କଂଗ୍ରେସ କାହିଁକି ଜିତିଲା, ଆସିଲା ଏକ ବଡ କାରଣ ନୂଆଦିଲ୍ଲୀ: ନିକଟରେ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାମ୍ମାନ ଖାନ, ନୁହା ଜିଲ୍ଲାରେ ଥିବା ଝିର୍କା ବିଧାନସଭା ଆସନରୁ ୯୮,୪୪୧ ଭୋଟ ବ୍ୟବଧାନରେ ବିଜୟୀ…