ଆଜିର ଖବର ବିଜେପିରେ ଯୋଗ ଦେଲେ କଂଗ୍ରେସର ହର୍ଷଦ ରିବାଡିଆ: କହିଲେ କାରଣ ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବିଧାୟକ ହର୍ଷଦ ରିବାଡିଆ ଆଜି ଗାନ୍ଧିନଗରରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପାଟିଦାର ସମ୍ପ୍ରଦାୟର ଜଣେ ନେତା ରିବାଡିଆ ଦୁଇ…