ଅନ୍ତରାଷ୍ଟ୍ରୀୟ ଭାରତ ଜିତିଲା ସ୍ୱର୍ଣ୍ଣ ପଦକ, ୧୦ ମିଟର ଏୟାର ରାଇଫଲରେ ଭାଙ୍ଗିଲା ଚୀନ୍ର ବିଶ୍ୱ ରେକର୍ଡ ନୂଆଦିଲ୍ଲୀ: ଚାଇନାର ହାଙ୍ଗଝୋଉରେ ଏସିଆନ୍ ଗେମ୍ସ ୨୦୨୩ ଆୟୋଜିତ ହେଉଛି। ଆଜି ଦ୍ୱିତୀୟ ଦିନରେ ଭାରତ ଭଲ ଆରମ୍ଭ କରିଛି। ଶୁଟରମାନେ ଏଥର ଟିମ୍ ଇଣ୍ଡିଆକୁ ପ୍ରଥମ…