ଆଜିର ଖବର ରେଢ଼ାଖୋଲରେ ହାତୀ ଆକ୍ରମଣରେ ଜଣେ ମୃତ ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରଵରେ ଜନ ସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେଉଁଠି ଜୀବନ ଯାଉଛି ତ…