ଅପରାଧ ହାତୀଦାନ୍ତ ଓ ବାଘ ଚମଡା ଜବତ ବେଳେ ବନ ବିଭାଗ କର୍ମଚାରୀଙ୍କ ଉପରକୁ ଗୁଳି ମାଡ଼: ୬ ଗିରଫ ଭୁବନେଶ୍ଵର: ରାୟଗଡା ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରୁ ବନବିଭାଗ ଦ୍ୱାରା ଦୁଇ ହାତୀଦାନ୍ତ ଓ ଦୁଇ ବାଘ ଚମଡା ଜବତ କରିଥିବା ବେଳେ ଛଅ ଜଣଙ୍କୁ ଗିରଫ…