ଆଜିର ଖବର ହାତୀ ଆକ୍ରମଣରେ ସରପଞ୍ଚଙ୍କ ସ୍ଵାମୀଙ୍କ ସମେତ ୨ ମୃତ: କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀମାନଙ୍କର ତାଣ୍ଡବରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନବିଭାଗ ହାତୀ ଘଉଡାଇବାରେ ତୁରନ୍ତ ବିହୀତ…