ଅପରାଧ ଆତଙ୍କବାଦ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ, ହିଜବୁଲ କମାଣ୍ଡରଙ୍କ ଘରେ ଚାଲିଲା ବୁଲଡୋଜର ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନନ୍ତନାଗର ପହଲଗାମରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ କମାଣ୍ଡର ଆମିର ଖାନଙ୍କ ଘରେ ପ୍ରଶାସନ…