ଆଜିର ଖବର ବ୍ରିଟିଶମାନଙ୍କୁ ସାବରକର କ୍ଷମା ମାଗିଥିବାର ପ୍ରମାଣ କରନ୍ତୁ ରାହୁଲ ଗାନ୍ଧୀ: ନାତିଙ୍କ ଚ୍ୟାଲେଞ୍ଜ ମୁମ୍ୱାଇ: ହିନ୍ଦୁତ୍ୱ ଆଦର୍ଶବାଦୀ ବିନାୟକ ଦାମୋଦର ସାବରକରଙ୍କ ନାତି ସୋମବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋଡିଛନ୍ତି ଏବଂ ବ୍ରିଟିଶ ଶାସନରେ ସାବରକର…