ଅନ୍ତରାଷ୍ଟ୍ରୀୟ ଦୁଇ ଭାରତୀୟଙ୍କ ମୃତ୍ୟୁର ପ୍ରତିଶୋଧ, ହୁତି ବିଦ୍ରୋହୀମାନଙ୍କ ୨ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ୟୁଏଇ ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗଲ୍ଫ ଦେଶକୁ ଟାର୍ଗେଟ କରୁଥିବା ବେଳେ ୟେମେନ ବିଦ୍ରୋହୀ ହୁତିର ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ…