ଆଜିର ଖବର ଆଜି ବାଙ୍ଗାଲୋର ଏବଂ ଲକ୍ଷ୍ନୌ ମଧ୍ୟରେ ଲଢେଇ, ଜାଣନ୍ତୁ ହେଡ୍ ଟୁ ହେଡ୍ ରେକର୍ଡ ଏବଂ ମ୍ୟାଚ୍ ପୂର୍ବାନୁମାନ ନୂଆଦିଲ୍ଲୀ: ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମଧ୍ୟରେ ଲଢେଇ ହେବ। ଏହି ଉଭୟ ଦଳ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…