ଆଜିର ଖବର ଆସନ୍ତାକାଲି ସାରା ଦେଶରେ ‘କିଷାନ ବିଜୟ ଦିବସ’ ପାଳନ କରିବ କଂଗ୍ରେସ, ସମସ୍ତ ରାଜ୍ୟରେ ହେବ ରାଲି ନୂଆଦିଲ୍ଲୀ: ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ଘୋଷଣା ପରେ ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ କଂଗ୍ରେସ ‘କିଷାନ୍ ବିଜୟ ଦିବସ’ ପାଳନ କରିବ। କଂଗ୍ରେସ କହିଛି ଯେ,…