ହେଲିକପ୍ଟର ନିଖୋଜ

କାଠମାଣ୍ଡୁ: ନେପାଳର ମନାଙ୍ଗ ଏୟାରର ଏକ ହେଲିକପ୍ଟର ଆଜି ଏଭରେଷ୍ଟ ପର୍ବତ ନିକଟରେ ନିଖୋଜ ହୋଇଯାଇଛି। ହେଲିକପ୍ଟରରେ ୫ ବିଦେଶୀଙ୍କ ସମେତ ୬ ଜଣ ଯାତ୍ରା କରୁଥିଲେ।…