ଆଜିର ଖବର ଏଥର ବିଧାନସଭାରେ ରଖିବି ହେଲିକାପ୍ଟର ଖର୍ଚ୍ଚ, ଏମିତି କାହିଁକି କହିଲେ ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ବର: ଆଜି ମନ୍ତ୍ରୀ ଟୁକୁନୀ ସାହୁ ବିରୋଧ ଦଳକୁ କୁଚକ୍ରୀ କହିବା ସହିତ ତୀବ୍ର ସମାଲୋଚନା କରିଛନ୍ତି। ସେ ନିଜ ଏକ୍ସରେ ଏ ନେଇ ବର୍ଷିଛନ୍ତି ମନ୍ତ୍ରୀ।…