ଆଜିର ଖବର ବାତ୍ୟା “ୟଶ”ର ମୁକାବିଲା ପାଇଁ ବାଣପୁର ପ୍ରଶାସନର ପ୍ରସ୍ତୁତି ବୈଠକ ସୀତାରାମ ଅଗ୍ରୱାଲ ବାଣପୁର: ଗୋଟିଏ ପଟେ ବୈଶ୍ବିକ ମହାମାରି କରୋନା ଘାତକ ସାଜିଥିବାବେଳେ ଅପର ପକ୍ଷେ ଭାରତୀୟ ପାଣିପାଗ ବିଭାଗର ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସୂଚନା ବଙ୍ଗୋପସାଗରରେ…