ବିଶେଷ ଖବର ୟୁକ୍ରେନ ପ୍ରସଙ୍ଗରେ ଭାରତ ପାଇଁ ଆମେରିକାର ଖୋଲା ଧମକ, ଭାରତକୁ ଋଷ ପାଇଁ ଦେବାକୁ ପଡ଼ିବ ମୂଲ୍ୟ ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଭାରତର ନିରପେକ୍ଷତାକୁ ପସନ୍ଦ କରୁନାହିଁ। ଆମେରିକା ପୂର୍ବରୁ ଭାରତକୁ ଅନେକ ଥର ଛିଡା ହେବାକୁ କହିଛି।…