ଆଜିର ଖବର ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ସାଂସଦ ମାନସ ମଙ୍ଗରାଜ, ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ ଭୁବନେଶ୍ବର: ବର୍ତ୍ତମାନ ଭି କେ ପାଣ୍ଡିଆନଙ୍କ ବିରୋଧରେ ଏକ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ଆଜି ନବୀନ ନିବାସରେ ବିଜେଡି କର୍ମିମାନେ ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ…