ଆଜିର ଖବର ପୁରୀରେ ୱାର୍ଲ୍ଡ କ୍ଲାସ୍ ଷ୍ଟେସନ୍ ପାଇଁ ଚାଲୁରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମହାପ୍ରବନ୍ଧକ ପୁରୀ: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତ କରି ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିବା…