Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଭୁ ପ୍ରସାଦ ମହାପାତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଆଞ୍ଚଳିକ

ବିଭୁ ପ୍ରସାଦ ମହାପାତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

February 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ରାଜନେତା ଓ ଜନ ସେବକ ବିଭୂପ୍ରସାଦ ମହାପାତ୍ରଙ୍କୁ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କର ଦ୍ୱାଦଶ ତିଥିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।  ପ୍ରକାଶ ଥାଉକି କୁମାରାଙ୍ଗ ଗ୍ରାମ ପଞ୍ଚାୟତର କୁମାରାଙ୍ଗ ଗ୍ରାମରେ ଜନ୍ମ ନେଇଥିଲେ ବିଭୁ ପ୍ରସାଦ ମହାପାତ୍ର। ପିଲାଟି ଦିନରୁ ଜନସେବା ତାଙ୍କର ବ୍ରତ ଥିଲା।

ତାହାକୁ ଆଧାର କରି ଜାତୀୟ କଂଗ୍ରେସରେ ଯୋଗ ଦେଇ ପଞ୍ଚାୟତରାଜ ବିଭାଗ ଗଠନ ହେବାର ପ୍ରଥମ ଜିଲ୍ଲା ପରିଷଦ ସଭ୍ୟ ଭାବରେ ୧୫ ନଂ ଜୋନରୁ ନିର୍ବାଚିତ ହୋଇଥିଲେ। ଏବଂ ଅଞ୍ଚଳର ପ୍ରତ୍ୟେକ ଲୋକର ସୁଖ ଦୁଃଖରେ ଭାଗିଦାର ହେଉଥିଲେ ସ୍ବର୍ଗତ ମହାପାତ୍ର।

ସ୍ଥାନୀୟ ଅଞ୍ଚଳରେ ବିଭୁ ଭାଇନା ଭାବରେ ସେ ଘରେ ଘରେ ପରିଚିତ ଥିଲେ। କୌଣସି ଗଣ୍ଡଗୋଳ ହେଉ କି ମନୋମାଳିନ୍ୟ ହେଉ କାହାକୁ ଥାନାର ଦ୍ୱାରସ୍ତ ହେବାକୁ ଦେଉନଥିଲେ ସେ। ପ୍ରତ୍ୟେକ ଘଟଣାକୁ ସମାଧାନ କରିବାରେ ସେ ଥିଲେ ସିଦ୍ଧହସ୍ତ। ଦୀର୍ଘ ଦିନ ଧରି ପକ୍ଷଘାତ ରୋଗର ଶିକାର ହୋଇ ଶେଷରେ ସେ ପ୍ରାଣତ୍ୟାଗ କରିଥିଲେ।

ତାଙ୍କର ଦ୍ଵାଦଶ କ୍ରିୟାରେ ପୂର୍ବତନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ, ରଘୁନାଥ ସାହୁ ଓ ଦେବେନ୍ଦ୍ର ନାଥ ମାନସିଂହଙ୍କ ସମେତ ବାଣପୁର ଅଂଚଳର ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କର ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କର ଅବର୍ତ୍ତମାନରେ କୁମାରାଙ୍ଗ ଗ୍ରାମ ସମେତ ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.