
କୈଳାଶ ଚନ୍ଦ୍ର ଚୌଧୁରୀ
କୋଦଳା: କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ପୋଲିସ ଦିଘି ଗ୍ରାମ ମୁଖ୍ୟ ରାସ୍ତାରେ ଚଢ଼ାଉ କରି ଏକ ଯାତ୍ରୀବାହୀ ଅଟୋକୁ ଅଟକାଇ ଥିଲା। କିନ୍ତୁ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ୍ ମାରିଥିଲା। ପୋଲିସ ଅଟୋକୁ ଯାଞ୍ଚ କରିବା ବେଳେ ସେଥିରୁ ମହଜୁଦ ଥିବା ୧୦ ବସ୍ତା ଚୋରା ମଦ ସହ ଅଟୋକୁ ଜବତ କରିଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।
Tags: ଚୋରା ମଦ ଜବତ, ଡ଼୍ରାଇଭର ଚମ୍ପଟ୍