Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଳ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ସଭା ଅନୁଷ୍ଠିତ: ଶିକ୍ଷା ଓ ପାନୀୟ ଜଳ ଉପରେ ପ୍ରାଧାନ୍ୟ
ଆଞ୍ଚଳିକ

ନାକଟିଦେଉଳ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ସଭା ଅନୁଷ୍ଠିତ: ଶିକ୍ଷା ଓ ପାନୀୟ ଜଳ ଉପରେ ପ୍ରାଧାନ୍ୟ

January 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଭବନ ରେ ଅଷ୍ଟମ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ଵରପା ରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷା, କୃଷି, ଜଳସେଚନ, ପାନୀୟ ଜଳ, ସମ୍ମନ୍ବିତ ଶିଶୁ ବିକାଶ ପ୍ରାଣୀଧନ, ଯୋଗାଣ ସାମାଜିକ ସୁରକ୍ଷା ଏବଂ ନାକଟିଦେଉଳ ବ୍ଲକରେ ହେଉଥିବା ସମସ୍ତ ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂମ୍ପର୍କରେ ଆଲୋଚନା ହୋଇଥିଲା।

ଏହି ବୈଠକକୁ ବିଡିଓ କ୍ଷମାନିଧି ଭୋଇ ପରିଚାଳନା କରିଥିଲେ। ଏହି ବୈଠକରେ ଜିଲ୍ଲାପରିଷଦ ସଭ୍ୟା ପ୍ରିୟମ୍ବଦା ସାହୁ, ଏମପି ପ୍ରତିନିଧି ପୂର୍ଣ୍ଣିଚନ୍ଦ୍ର ଗଡତ୍ୟା, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର ପ୍ରାଧାନ ତହସିଲଦାର ଅମର ଜେ ଡୁଙ୍ଗଡୁଙ୍ଗ, ଏବିଡିଓ ବିଦ୍ୟାଧର ରାଉତରାୟ ସମେତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଏବଂ ସଂମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ବିଶେଷ କରି ବିଦ୍ୟାଳୟ ମାନଙ୍କରେ ପାଇଖାନା ଥିବା ସତ୍ତ୍ୱେ ପାନୀୟ ଜଳ ର ବ୍ୟବସ୍ଥା ନ ଥିବାରୁ ସଭ୍ୟ ମାନେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଅବ ଗତ କରାଇଥିଲେ। ବିଭିନ୍ନ କାର୍ଯ୍ୟ ସଂପୂର୍ଣ୍ଣ ହେବା ସତ୍ତ୍ୱେ ବିଲ ଭାଉଚର ଶୀଘ୍ର ନ ହେବାରୁ ସରପଞ୍ଚମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା।

ଏହି ସଭାରେ ପିଡବ୍ଲୁଡ଼ି, ଆରଡ଼ି ବିଭାଗର ଅଧିକାରୀ ମାନେ ଯୋଗ ଦେଉ ନ ଥିବାରୁ କେତେ ଜଣ ସଭ୍ୟ ସଭାରେ ପାଟି ତୁଣ୍ଡ କରିଥିଲେ।

ପାନୀୟ ଜଳ ଶିକ୍ଷା ସାଧାରଣ ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା: ବଡକୁଳ ଗ୍ରାମ ପଞ୍ଚାୟତ ପରିସରରେ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

December 8, 2025

ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

December 8, 2025

ବାଣପୁରରେ ମହିଳା ହିଂସା ବିରୋଧୀ ଅଭିଯାନ ନେଇ ସଚେତନା କାର୍ଯ୍ୟକ୍ରମ

November 30, 2025

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025
Latest News

ଜାତୀୟ ସଙ୍ଗୀତ ଗାଇବାକୁ ମନା କରିଥିବା ବ୍ୟକ୍ତି କିଏ?: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଅମିତ ଶାହ

December 10, 2025

ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣାରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

December 10, 2025

ବେଲଜିୟମର ସୁପ୍ରିମକୋର୍ଟରେ ମେହୁଲ ଚୋକସିଙ୍କ ଆବେଦନ ଖାରଜ

December 10, 2025

ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

December 10, 2025

ରୋହିଙ୍ଗ୍ୟାମାନଙ୍କ ଉପରେ ମନ୍ତବ୍ୟ ମାମଲା: ସିଜେଆଇ ଙ୍କୁ ସମର୍ଥନ କଲେ ୪୪ ପୂର୍ବତନ ବିଚାରପତି

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.