Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବରିଷ୍ଠ ନାଗରିକ ସଂଘର ଦିବଙ୍ଗତ ସାଥୀ ସଭ୍ୟଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଶୋକସଭା
ଆଞ୍ଚଳିକ

ବାଣପୁର ବରିଷ୍ଠ ନାଗରିକ ସଂଘର ଦିବଙ୍ଗତ ସାଥୀ ସଭ୍ୟଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଶୋକସଭା

February 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ସ୍ଥିତ କୋଟବିଦ୍ୟାଧରପୁର ଶାସନ ନିବାସୀ ପ୍ରସନ୍ନ କୁମାର ଶତପଥୀଙ୍କର ଗତ ତା ୩୧.୦୧.୨୦୨୫ ରିଖ ଦିନ ୬୮ ବର୍ଷରେ ଆକସ୍ମିକ ଦେହାନ୍ତ ହୋଇଯାଇଛି। ସେ ଅବସରପ୍ରାପ୍ତ ପୁଲିସ ଅଧୀକ୍ଷକ ସ୍ୱର୍ଗତ ମାକଣ୍ଡେୟ ଶତପଥୀଙ୍କ କନିଷ୍ଠ ପୁତ୍ର। ଦିବଙ୍ଗତ ସାଥୀ ସଭ୍ୟଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ବାଣପୁର ବରିଷ୍ଠ ନାଗରିକ ସଂଘର ସଭାପତି ଡ. ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ବିଧାରପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା।

ସ୍ଵର୍ଗତ ଶତପଥୀଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତାଙ୍କର ସାଥୀବତ୍ସଳତା, କର୍ମତତ୍ପରତା, ସଂଘ-ଅନୁଗତ୍ୟ ଓ ପ୍ରକୃତିପ୍ରେମୀ ଗୁଣ ଗୁଡ଼ିକ ବିଷୟରେ ସଂଘର ସଭ୍ୟମାନେ ନିଜ ନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏ ଦୁଃଖଦ ସମୟରେ ସ୍ଵର୍ଗତ ଶତପଥୀଙ୍କ ପ୍ରିୟଜନ ଓ ପରିବାରବର୍ଗଙ୍କୁ ଇଶ୍ଵର ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ କାମନା କରି ଏକ ପ୍ରସ୍ତାବ ଗୃହିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Latest News

ବାତ୍ୟା ମୁକାବିଲା: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପ୍ରଶାସନିକ ପ୍ରସ୍ତୁତିର କଲେ ସମୀକ୍ଷା

October 27, 2026

RBI ଜାରି କଲା କି ମନ୍ଦିର ଥିବା ୧୦୦୦ ଟଙ୍କିଆ ନୂଆ ନୋଟ୍?: ଜାଣନ୍ତୁ କ’ଣ କହିଲା PIB

October 27, 2026

ଆଇଏଏସ ସ୍ତରରେ ଅଦଳବଦଳ, ଶୁଭମ ସାକ୍ସେନା ହେଲେ ବିଡିଏ ଉପାଧ୍ୟକ୍ଷ

October 27, 2026

ଏମଏଲସି ନିର୍ବାଚନ: ୩ ଟି ଆସନ ଜିତିବା ଜରୁରୀ, ନଚେତ୍ ଅଖିଳେଶଙ୍କୁ ହେବ ବଡ଼ କ୍ଷତି

October 27, 2026

ରାଜକୁମାର ଆଲୋଇସଙ୍କ ଭାରତ ଗସ୍ତ : ଭାରତ-ଲିଚଟେନଷ୍ଟାଇନ୍ ସମ୍ପର୍କରେ ନୂଆ ଅଧ୍ୟାୟ

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.